ଅର୍ଥ : ପାଣି ପାଖରେ ରହୁଥିବା ଏକ ପ୍ରକାରର ଛୋଟ ପକ୍ଷୀ
							ଉଦାହରଣ : 
							ଶରାଳି ଛୋଟଛୋଟ କୀଟ-ପତଙ୍ଗ ଖାଇ ନିଜର ପେଟ ଭରିଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆର୍ଯ୍ୟାଛନ୍ଦର ଏକ ପ୍ରକାରଭେଦ
							ଉଦାହରଣ : 
							କୁରରୀ ଛନ୍ଦରେ ଚାରୋଟି ଗୁରୁ ଓ ଅଣଚାଶ ଲଘୁ ରହିଛି
							
ସମକକ୍ଷ : କୁରରୀ ଛନ୍ଦ
ଅନ୍ୟ ଭାଷାରେ ଅନୁବାଦ :