ଅର୍ଥ : ପାଟି ସଫା କରିବା ନିମନ୍ତେ ସେଥିରେ ପାଣି ନେଇ ଏପଟ ସେପଟ କରି ଫୋଫାଡ଼ିବା କ୍ରିୟା
							ଉଦାହରଣ : 
							ଖାଇବା ପରେ ଆମେ ଭଲ ଭାବରେ କୁଳି କରିବା ଆବଶ୍ୟକ
							
ସମକକ୍ଷ : କୁଳା, କୁଳୁକୁଞ୍ଚା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମୁହଁ ସଫା କରିବା ପାଇଁ ମୁହଁରେ ଭର୍ତ୍ତି କରି ହଲା ଯାଉଥିବା ପାଣି
							ଉଦାହରଣ : 
							କୁଳୁକୁଞ୍ଚା ଢୋକିବା ଉଚିତ ନୁହେଁ
							
ସମକକ୍ଷ : କୁଳୁକୁଞ୍ଚା
ଅନ୍ୟ ଭାଷାରେ ଅନୁବାଦ :