ଅର୍ଥ : ଯେଉଁ ସଘନ ବସ୍ତିରେ କେବଳ କୁଡ଼ିଆ ହିଁ କୁଡ଼ିଆ
							ଉଦାହରଣ : 
							କୁଡ଼ିଆବସ୍ତିଗୁଡ଼ିକୁ ଭାଙ୍ଗି ବଡ଼ ବଡ଼ ଭବନ ତିଆରି କରାଯାଉଛି
							
ଅନ୍ୟ ଭାଷାରେ ଅନୁବାଦ :
वह सघन बस्ती जिसमें केवल झोपड़ियाँ ही झोपड़ियाँ हों।
झोपड़पट्टियों को तोड़कर बड़े-बड़े भवन बनाए जा रहे हैं।