ଅର୍ଥ : ସ୍ୱାମୀ ବା ଅନ୍ନଦାତାଙ୍କ କାର୍ଯ୍ୟ ବା ସେବା ସଚ୍ଚୋଟତାର ସହ କରୁଥିବା ଲୋକ
							ଉଦାହରଣ : 
							ସମସ୍ତ ଚାକର କୃତଜ୍ଞ ନୁହନ୍ତି
							
ସମକକ୍ଷ : ସଚ୍ଚୋଟ, ସାଧୁ, ସ୍ୱାମୀଭକ୍ତ
ଅନ୍ୟ ଭାଷାରେ ଅନୁବାଦ :
स्वामी या अन्नदाता का कार्य या सेवा ईमानदारी से करनेवाला।
सभी नौकर नमकहलाल नहीं होते।ଅର୍ଥ : ନିଜପ୍ରତି ହୋଇଥିବା ଉପକାର ମାନିବାବାଲା
							ଉଦାହରଣ : 
							ମୁଁ ଆପଣଙ୍କ ନିକଟରେ କୃତଜ୍ଞ କାରଣ ଆପଣ ମୋତେ ଜେଲ୍ ଯିବାରୁ ବଞ୍ଚେଇଦେଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାର କୃପା ବା ଉପକାରରେ ସନ୍ତୁଷ୍ଟ
							ଉଦାହରଣ : 
							ଆପାଣ ଏହି ଚାକିରୀ ଦେଇ ମୋତେ କୃତଜ୍ଞ କରିଦେଲେ
							
ଅନ୍ୟ ଭାଷାରେ ଅନୁବାଦ :