ଅର୍ଥ : ନିତିଦିନ ବା ସବୁବେଳେ ହୋଇଚାଲିଥିବା କଳି ବା ଝଗଡ଼ା
							ଉଦାହରଣ : 
							ପତ୍ନୀଙ୍କ ଖିଚ୍ଖିଚ୍ରେ ବ୍ୟାକୁଳ ହୋଇ ସେ ଘର ଛାଡ଼ି ଚାଲିଗଲେ
							
ସମକକ୍ଷ : କେଟରେକେଟରେ, ଖିଚ୍ଖିଚ୍
ଅନ୍ୟ ଭାଷାରେ ଅନୁବାଦ :
नित्य या बराबर होती रहनेवाली कहा-सुनी या झगड़ा।
पत्नी की किचकिच से परेशान होकर वह घर छोड़कर चला गया।ଅର୍ଥ : ବେଙ୍ଗର ରଡ଼ି ବା ବେଙ୍ଗ କରୁଥିବା ଶବ୍ଦ
							ଉଦାହରଣ : 
							ପୋଖରୀ କୂଳରେ ବେଙ୍ଗଗୁଡ଼ିକ କେଁ କଟର କରୁଛନ୍ତି
							
ସମକକ୍ଷ : କେଁ କଟର ରଡ଼ି, କେଁ କଟର ଶବ୍ଦ
ଅନ୍ୟ ଭାଷାରେ ଅନୁବାଦ :