ଅର୍ଥ : କୌଣସି ଅବସରରେ
							ଉଦାହରଣ : 
							ମୁଁ କେବେ ବି ଆପଣଙ୍କ କାମରେ ଆସିବି
							
ସମକକ୍ଷ : କେତେବେଳେ, କୌଣସି ଅବସରରେ, କୌଣସି ସମୟରେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କେବେ ନୁହେଁ ବା ଶତପ୍ରତିଶତ କୌଣସି ସମୟରେ ବି ନୁହେଁ
							ଉଦାହରଣ : 
							ମୁଁ କେବେ ଖରାପ କାମ କରିବି ନାହିଁତୁମେ ମିଛ କହୁଛ ବୋଲି ମୁଁ କେବେ କହିଲି?
							
ଅନ୍ୟ ଭାଷାରେ ଅନୁବାଦ :
कभी नहीं या शत-प्रतिशत किसी भी समय नहीं।
मैं गलत काम कभी नहीं करूँगा।