ଅର୍ଥ : କୌଣସି ବେପାରଆଦିରେ ହେଉଥିବା କ୍ଷତି
							ଉଦାହରଣ : 
							ଏହି ବେପାରରେ ମୋର ଖାଲି କ୍ଷତି ହେଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖରାପ ବା କଷ୍ଟକର ହୋଇଥିବା ପରିଣାମ
							ଉଦାହରଣ : 
							ଯଦି ନାକବଦଳରେ  ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍ଫୁସ୍ରେ କ୍ଷତି  ପହଞ୍ଚିପାରେ
							
ସମକକ୍ଷ : ହାନି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହିତର ବିରୋଧୀ ଭାବ
							ଉଦାହରଣ : 
							କାହାର ଅନିଷ୍ଟ ଚିନ୍ତା କରିବା ଉଚିତ୍ ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାଦ୍ୱାରା କରାଯାଇଥିବା କ୍ଷତି ବା ହାନି
							ଉଦାହରଣ : 
							ମୋହନ ସୋହନ ଦୋକାନରେ ନିଆଁ ଲଗେଇ ତାକୁ ଆର୍ଥିକ ଆଘାତ ଦେଲା
							
ଅନ୍ୟ ଭାଷାରେ ଅନୁବାଦ :