ଅର୍ଥ : ଯାହାକୁ କ୍ଷୋଭ ହୋଇଛି
						 
						 
					
							ଉଦାହରଣ : 
							କ୍ଷୁବ୍ଧ ରାଜକୁମାର କୋପଭବନରୁ ବାହାରକୁ ଆସିଲେ ନାହିଁ
							
					
							ସମକକ୍ଷ : 
							କ୍ଷୁଣ୍ଣ, କ୍ଷୁବ୍ଧ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
							
								
								
									
										
												जिसे क्षोभ हुआ हो।
												क्षुब्ध राजकुमार कोपभवन से बाहर ही नहीं आए।
														
													क्षुब्ध 
											 
								 
							 
						 
					
							
								
								
									
										
												Troubled emotionally and usually deeply.
												Agitated parents.
														
													agitated