ଅର୍ଥ : ଅନ୍ୟକୁ ସାବଧାନ କରିବାପାଇଁ ଗଳାରୁ ଖଙ୍କାରଖାଁ ଶବ୍ଦ କରିବା
							ଉଦାହରଣ : 
							ଅଧ୍ୟାପକଙ୍କୁ ଦେଖିବାମାତ୍ରେ ସେ ଖଙ୍କାର ମାରିଲା
							
ସମକକ୍ଷ : ଖଙ୍କାର ମାରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗଳାରେ ଜୋର ଦେଇକି କଫ ବାହାର କରିବା
							ଉଦାହରଣ : 
							ସେ କାଶିବା ସମୟରେ ବହୁତ ଖଙ୍କାରନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
Discharge (phlegm or sputum) from the lungs and out of the mouth.
cough out, cough up, expectorate, spit out, spit up