ଅର୍ଥ : ଗୋଟିଏ ପ୍ରକାରର ଧଳାମାଟିରେ ପ୍ରସ୍ତୁତ ଛୋଟ ବା ଖଣ୍ଡ ଯେଉଁଥିରେ ଛୋଟକାଠର ପଟା ଉପରେ ଲେଖା ଯାଇଥାଏ
							ଉଦାହରଣ : 
							ଅଧ୍ୟାପକ ମହୋଦୟ କଳାପଟାରେ ଖଡିରେ ଲେଖୁଛନ୍ତି
							
ସମକକ୍ଷ : ଚକ୍
ଅନ୍ୟ ଭାଷାରେ ଅନୁବାଦ :
A piece of calcite or a similar substance, usually in the shape of a crayon, that is used to write or draw on blackboards or other flat surfaces.
chalk