ଅର୍ଥ : ଶବ୍ଦଗୁଡ଼ିକ ଠିକ ଭାବରେ ଉଚ୍ଚାରଣ ନ କରିବାହେତୁ ମଝିରେମଝିରେ କୌଣସି ଶବ୍ଦ ବହୁତ ଅଟକି ଅଟକି କହିବା
							ଉଦାହରଣ : 
							ମିତେଶ ଟିକେ ଖନାଏ
							
ସମକକ୍ଷ : ଥଙ୍ଗେଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶବ୍ଦ ଏବଂ ବର୍ଣ୍ଣ ରହିରହି ଅସ୍ପଷ୍ଟ ଭାବେ ଉଚ୍ଚାରଣ କରିବା ପ୍ରକ୍ରିୟା
							ଉଦାହରଣ : 
							ଛୋଟ ପିଲା ପାଣି ମାଗିବା ସମୟରେ ଖନଉଥିଲା
							
ଅନ୍ୟ ଭାଷାରେ ଅନୁବାଦ :