ଅର୍ଥ : ମାଟିର(ପୋଡ଼ା ହୋଇଥିବା)ଚାରିକୋଣିଆ ବା ଅର୍ଦ୍ଧଗୋଲାକାର ଆକୃତି ଯାହାକୁ ଛାଉଣିରେ ବ୍ୟବହାର କରାଯାଏ
							ଉଦାହରଣ : 
							ଅଧିକତର ମାଟି ଘର ଖପରଲିରେ ଛପର ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମାଟିରେ ତିଆରି କରାଯାଇଥିବା ଅର୍ଦ୍ଧବୃତ୍ତାକାର ଖପରା ଯେଉଁଥିରେ ଘର ଛପର କରାଯାଏ
							ଉଦାହରଣ : 
							କୃଷକ ଭାଙ୍ଗିଯାଇଥିବା ଖପରକୁ ବଦଳାଉଛି
							
ଅନ୍ୟ ଭାଷାରେ ଅନୁବାଦ :
अर्द्धवृत्ताकार मिट्टी का पका हुआ वह खपड़ा जिससे मकान छाते हैं।
किसान टूटे हुए नरिये को बदल रहा है।