ଅର୍ଥ : ଖାସୁ କରାଯାଇଥିବା ଛେଳି
							ଉଦାହରଣ : 
							ଖାସି ମାଂସ ଟାଣ ହୋଇଥାଏ
							
ସମକକ୍ଷ : ଛିନ୍ନାଣ୍ଡ ଛେଳି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପୁରୁଷ ଛେଳି
							ଉଦାହରଣ : 
							ସେ ଗୋଟିଏ ଅଣ୍ଡିରା ଛେଳି ଓ ଦୁଇଟି ମାଈ ଛେଳି ପାଳିଛି
							
ସମକକ୍ଷ : ଅଜ, ଅଣ୍ଡିରା ଛେଳି, ଛାଗ, ବୋଦା
ଅନ୍ୟ ଭାଷାରେ ଅନୁବାଦ :