ଅର୍ଥ : ଦୁଧକୁ ଗାଢ଼କରି ତିଆରି କରାଯାଇଥିବା ଘନ ରୂପ ଯେଉଁଥିରୁ ମିଠା ପ୍ରସ୍ତୁତ କରାଯାଏ
							ଉଦାହରଣ : 
							ଗୋଲାପଜାମୁ ଖୁଆରେ ତିଆରି କରାଯାଏ
							
ଅନ୍ୟ ଭାଷାରେ ଅନୁବାଦ :
Sweetened evaporated milk.
condensed milkଅର୍ଥ : ମଣିଷ ଶରୀରର କାନ୍ଧ ପାଖରେ ହାତ ଯୋଡ଼ା ହୋଇଥିବା ସ୍ଥାନ
							ଉଦାହରଣ : 
							ଲଗାତର ବଲ ଫିଙ୍ଗିବା ଫଳରେ ମୋ ଖୁଆ ଦରଜ ହେଉଛି
							
ଅନ୍ୟ ଭାଷାରେ ଅନୁବାଦ :
The part of the body between the neck and the upper arm.
shoulder