ଅର୍ଥ : ଖ୍ୟାତ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ସଚିନ ତେନ୍ଦୁଲକର କ୍ରିକେଟ୍ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି
							
ସମକକ୍ଷ : ନାମ, ପ୍ରଖ୍ୟାତି, ପ୍ରତିଷ୍ଠା, ପ୍ରସିଦ୍ଧି, ଯଶ, ସୁଖ୍ୟାତି, ସୁନାମ, ସୁଯଶ
ଅନ୍ୟ ଭାଷାରେ ଅନୁବାଦ :
ख्यात होने की अवस्था या भाव।
सचिन तेंदुलकर ने क्रिकेट से ख्याति और पैसा दोनों अर्जित किए हैं।ଅର୍ଥ : କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କମଧ୍ୟରୁ ଜଣେ
							ଉଦାହରଣ : 
							ଭୃଗୁ ଋଷିଙ୍କ ସହିତ ଖ୍ୟାତିଙ୍କ ବିବାହ ହୋଇଥିଲା
							
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being