ଅର୍ଥ : ହାତୀ ଭଳି ଧୀର ଗତିରେ ଚାଲୁଥିବା ସ୍ତ୍ରୀଲୋକ
							ଉଦାହରଣ : 
							ନାଟକରେ ଗଜଗାମିନୀ ନାୟିକା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଥିଲା
							
ସମକକ୍ଷ : ଗଜ ଗମନା
ଅନ୍ୟ ଭାଷାରେ ଅନୁବାଦ :
हाथी के समान मंद गति से चलनेवाली।
नाटक में गजगामिनी नायिका सबका ध्यान अकर्षित कर रही थी।