ଅର୍ଥ : ଆଙ୍ଗୁଠିର ଗଣ୍ଠି ବା ଖଞ୍ଜା ଯେଉଁଠାରୁ ତାହା ବୁଲାଇହୁଏ
							ଉଦାହରଣ : 
							ମୋ  ଆଙ୍ଗୁଠି ଗଣ୍ଠି  ଦରଜ ଅଛି
							
ଅର୍ଥ : କୌଣସି ଗଛ କାଣ୍ଡର ସେହି ଭାଗ ଯେଉଁଠାରୁ ପତ୍ର,ଶାଖା ବା ଆପେ ଆପେ ଗଛ ଜନ୍ମେ
							ଉଦାହରଣ : 
							ବାଉଁଶ, ଆଖୁଆଦିରେ କେତେକ ଗଣ୍ଠି ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶରୀରରେ ଗଣ୍ଠି ରୂପରେ ଥିବା ଯେଉଁ ଅବୟବ ଶରୀରପାଇଁ ଦରକାରୀ ରସ ଉତ୍ପନ୍ନ କରେ
							ଉଦାହରଣ : 
							ଶରୀରରେ ବହୁ ପ୍ରକାରର ଗ୍ରନ୍ଥି ଅଛି
							
ସମକକ୍ଷ : ଗ୍ରନ୍ଥି
ଅନ୍ୟ ଭାଷାରେ ଅନୁବାଦ :
Any of various organs that synthesize substances needed by the body and release it through ducts or directly into the bloodstream.
gland, secreter, secretor, secretory organଅର୍ଥ : ଶରୀର ଯେଉଁ ଗଣ୍ଠି ବା ଜୋଡ଼ରେ ଅଙ୍ଗ ବଙ୍କାହୁଏ ବା ମୋଡ଼େ
							ଉଦାହରଣ : 
							ମୋର ଆଙ୍ଗୁଳି ଗଣ୍ଠିରେ କଷ୍ଟ ହେଉଛି
							
ସମକକ୍ଷ : ଅବୟବ ସନ୍ଧି, ଜୋଡ଼
ଅନ୍ୟ ଭାଷାରେ ଅନୁବାଦ :
(anatomy) the point of connection between two bones or elements of a skeleton (especially if it allows motion).
articulatio, articulation, joint