ଅର୍ଥ : ଗମ୍ଭୀର ହେବାର ଗୁଣ କିମ୍ବା ଭାବ
							ଉଦାହରଣ : 
							ସେ ସେହି ଘଟଣାର ଗଭୀରକୁ ଗଲା ସେ ଏହି କଥାର ଗଭୀରତା ବୁଝିପାରୁ ନାହିଁ  ସେ ରାତିର ଗହନତାରେ ବୁଲୁଥିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯିଏ ଚଞ୍ଚଳ ନୁହେଁ
							ଉଦାହରଣ : 
							ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
							
ସମକକ୍ଷ : ଅଚଞ୍ଚଳ, ଥଣ୍ଡା ମିଜାଜ୍, ଶାନ୍ତ, ସୌମ୍ୟ, ସ୍ଥିର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚିନ୍ତା କରିବା ଯୋଗ୍ୟ
							ଉଦାହରଣ : 
							ତାର ଅବସ୍ଥା ଚିନ୍ତାଜନକ
							
ଅନ୍ୟ ଭାଷାରେ ଅନୁବାଦ :
Causing distress or worry or anxiety.
Distressing (or disturbing) news.ଅର୍ଥ : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
							ଉଦାହରଣ : 
							ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
							
ସମକକ୍ଷ : କଠିନ, କୂଟ, କୂଟତାପୂର୍ଣ୍ଣ, ଗୁଢ଼, ଜଟିଳ, ତେଢ଼ା
ଅନ୍ୟ ଭାଷାରେ ଅନୁବାଦ :
Difficult to analyze or understand.
A complicated problem.