ଅର୍ଥ : ଗୀତ ମାଧ୍ୟମରେ କାହାରି ଗୁଣ, ଯଶ ପ୍ରଶଂସାଆଦିର ବର୍ଣ୍ଣନା
							ଉଦାହରଣ : 
							ପ୍ରାଚୀନ କାଳରେ ଭାଟମାନେ ନିଜ ରାଜାମହାରାମାନଙ୍କ ଗୁଣଗାନ କରିବାରେ ଥକି ଯାଉନଥିଲେ
							
ସମକକ୍ଷ : ଯଶୋଗାନ
ଅନ୍ୟ ଭାଷାରେ ଅନୁବାଦ :
किसी के गुण, यश, प्रशंसा आदि का गीत के माध्यम से वर्णन।
प्राचीन काल में बंदीजन अपने राजा-महाराजाओं का यशोगान करते नहीं थकते थे।ଅର୍ଥ : କାହାର ଭଲଗୁଣ ପ୍ରଶଂସା କରିବାର କାର୍ଯ୍ୟ
							ଉଦାହରଣ : 
							ସେ ତାଙ୍କର ଗୁରୁଙ୍କର ଗୁଣଗାନ କରିବାକୁ ପଛାଏ ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
An expression of approval and commendation.
He always appreciated praise for his work.ଅର୍ଥ : କାହାର ପ୍ରଶଂସାରେ ଗାନ କରାଯାଉଥିବା ଗୀତ
							ଉଦାହରଣ : 
							ସନ୍ଥ ଲୋକ ସବୁବେଳେ ଭଗବାନଙ୍କର ଗୁଣଗାନ କରନ୍ତି
							
ସମକକ୍ଷ : ପ୍ରଶଂସା ଗୀତ
ଅନ୍ୟ ଭାଷାରେ ଅନୁବାଦ :
किसी की प्रशंसा में गाया जानेवाला गीत।
संत लोग हमेशा प्रभु का गुणगान गाते रहते हैं।