ଅର୍ଥ : ଭାଙ୍ଗି ଗୁଣ୍ଡହେବା
							ଉଦାହରଣ : 
							ଢେଲାଟି ହାତକୁ ଆସିବାମାତ୍ରେ ହିଁ ଗୁଣ୍ଡହୋଇଗଲା
							
ସମକକ୍ଷ : ଚୂର୍ଣ୍ଣହେବା, ଟିକିଟିକି ହେବା, ଭଗ୍ନହେବା ଚୂନଚୂନା ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅତିଅଳ୍ପ ଆଘାତରେ ଚୂନା ହୋଇଯିବା
							ଉଦାହରଣ : 
							ତଳେ ପଡ଼ିବାମାତ୍ରେ ହିଁ ପାମ୍ପଡ଼ ଚୂନା ହୋଇଗଲା
							
ସମକକ୍ଷ : ଚୂନାହେବା, ଚୂରିହେବା, ଚୂର୍ଣ୍ଣହେବା
ଅନ୍ୟ ଭାଷାରେ ଅନୁବାଦ :
Break or fall apart into fragments.
The cookies crumbled.