ଅର୍ଥ : (ବିଛଣା ) ଗୋଟାଇବା
							ଉଦାହରଣ : 
							ସେ ବିଛଣା ଗୁଡ଼ାଉଛି
							
ସମକକ୍ଷ : ଏକାଠି କରିବା, ଭାଙ୍ଗି ରଖିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁ ଉପରେ ଅନ୍ୟ ଏକ ଦ୍ୱିତୀୟ ବସ୍ତୁକୁ ଘୋଡ଼ାଇ ରଖିବା
							ଉଦାହରଣ : 
							ମିଠେଇ ଡବା ଉପରେ କାଗଜ ଗୁଡ଼ାଇଦିଅ
							
ସମକକ୍ଷ : ଚାପିଦେବା
ଅନ୍ୟ ଭାଷାରେ ଅନୁବାଦ :