ଅର୍ଥ : ଶରୀରର କୌଣସି ଅଂଶରେ କିଛି ଶାରୀରିକ ଦ୍ରବ୍ୟ ଜମାଟ ବାନ୍ଧିବାଦ୍ୱାରା ହେଉଥିବା ପୀଡ଼ା
							ଉଦାହରଣ : 
							ତା ହାତରେ ଜାଗାଏ ଜାଗାଏ ଗେଟି ହୋଇଛି
							
ଅନ୍ୟ ଭାଷାରେ ଅନୁବାଦ :
Any bulge or swelling of an anatomical structure or part.
nodeଅର୍ଥ : ଇଟା, ପଥର, ମାଟି ବାସନ ଆଦିର ଛୋଟଛୋଟ ଖଣ୍ଡ
							ଉଦାହରଣ : 
							ନୂଆ ସଡକ ତିଆରି ପାଇଁ ଗେଟି ବିଛା ଚାଲିଛି
							
ଅନ୍ୟ ଭାଷାରେ ଅନୁବାଦ :
ईंट, पत्थर, मिट्टी के बर्तन आदि के छोटे-छोटे टुकड़े।
नई सड़क बनाने के लिए गिट्टी बिछाई जा रही है।