ଅର୍ଥ : କୌଣସି ସଂଖ୍ୟାର ତୃତୀୟଘାତ
							ଉଦାହରଣ : 
							ପାଞ୍ଚ ଘନରୁ ଦୁଇ ଘନ କମାଇଦିଅ
							
ସମକକ୍ଷ : କ୍ୟୂବ୍
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତାଳ ଦେବାକୁ ଗୋଟିଏ ବାଜା
							ଉଦାହରଣ : 
							ଜଗନ୍ନାଥ ଘନ ବଜାଉଛି
							
ଅନ୍ୟ ଭାଷାରେ ଅନୁବାଦ :
Any of various devices or contrivances that can be used to produce musical tones or sounds.
instrument, musical instrumentଅର୍ଥ : କୌଣସି ଅଙ୍କକୁ ସେହି ଅଙ୍କରେ ଦୁଇଥର ଗୁଣନ କଲେ ମିଳୁଥିବା ଗୁଣନଫଳ
							ଉଦାହରଣ : 
							ଦୁଇର ଘନ ଆଠ ହୁଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲମ୍ବା,ଚଉଡା ତଥା ଉଚ୍ଚାରେ ସମାନଥିବା ଏପରି ଆକୃତି ବିଶିଷ୍ଟ ଗୋଟିଏ ବସ୍ତୁ
							ଉଦାହରଣ : 
							ଘନର ଛଅ ବର୍ଗାକାର ସମାନ ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :