ଅର୍ଥ : ଗାଢ଼ା ହେବାର ଅବସ୍ଥା
							ଉଦାହରଣ : 
							ପାଣି ମିଶାଇଲେ ଦହିର ବହଳତା କମିଯିବ
							
ସମକକ୍ଷ : ଗାଢ଼ତା, ଗାଢ଼ା ଅବସ୍ଥା, ବହଳତା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସଘନ ହେବା ଅବସ୍ଥା କିମ୍ବା ଭାବ
							ଉଦାହରଣ : 
							ଦୃଢ଼ତାର ସଘନତା ଦ୍ରବ ଅପେକ୍ଷା ଅଧିକ
							
ସମକକ୍ଷ : ଅବିରଳତା, ନିବିଡ଼ତା, ସଘନତା
ଅନ୍ୟ ଭାଷାରେ ଅନୁବାଦ :
The spatial property of being crowded together.
compactness, concentration, denseness, density, tightness