ଅର୍ଥ : କୋଠା ବା ଭବନ ତିଆରି କାମରେ ବ୍ୟବହାର ହେଉଥିବା ଶିଶୁ,ସାଗୁଆନ, ଶାଳ ଆଦି ଗଛର ପାକଳ କାଠ
							ଉଦାହରଣ : 
							ବାସ୍ତୁ କାଠ ବହୁତ ମହଙ୍ଗା ହୋଇଗଲାଣି
							
ସମକକ୍ଷ : ବାସ୍ତୁ କାଠ
ଅନ୍ୟ ଭାଷାରେ ଅନୁବାଦ :
इमारत या भवन बनाने के काम आने वाली शीशम, सागवान, साखू आदि वृक्षों की पक्की लकड़ी।
इमारती-लकड़ी बहुत महँगी हो गई है।