ଅର୍ଥ : ସଂଗୀତରେ ଅଷ୍ଟତାଳର ଗୋଟିଏ ପ୍ରକାର
							ଉଦାହରଣ : 
							ଏବେ ବି ଗୁରୁଜୀ ମୋତେ ଚନ୍ଦ୍ରଶେଖର ତାଳ ଶିଖାଇନାହାନ୍ତି
							
ସମକକ୍ଷ : ଚଂଦ୍ରଶେଖର ତାଳ, ଚନ୍ଦ୍ରଶେଖର, ଚନ୍ଦ୍ରଶେଖର ତାଳ
ଅନ୍ୟ ଭାଷାରେ ଅନୁବାଦ :
संगीत के अष्टतालों में से एक।
गुरुजी ने हमें अभी चंद्रशेखर नहीं सिखाया है।ଅର୍ଥ : ଜଣେ ଇକ୍ଷ୍ୱାକୁବଂଶୀ ରାଜା
							ଉଦାହରଣ : 
							ପୁରାଣରେ ଚନ୍ଦ୍ରଶେଖରଙ୍କ ବର୍ଣ୍ଣନା ରହିଛି
							
ସମକକ୍ଷ : ଚନ୍ଦ୍ରଶେଖର
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଭାରତର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ
							ଉଦାହରଣ : 
							ଚନ୍ଦ୍ରଶେଖରଙ୍କ କାର୍ଯ୍ୟକାଳ ମାତ୍ର ସାତମାସ ଥିଲା
							
ସମକକ୍ଷ : ଚନ୍ଦ୍ରଶେଖର
ଅନ୍ୟ ଭାଷାରେ ଅନୁବାଦ :
भारत के एक पूर्व प्रधानमंत्री।
चन्द्रशेखर का कार्यकाल मात्र सात महीने का था।