ଅର୍ଥ : ଚାନ୍ଦ୍ର ମାସର କୌଣସି ପକ୍ଷର ଚତୁର୍ଥ ତିଥି
							ଉଦାହରଣ : 
							ଆଜି ଶୁକ୍ଳପକ୍ଷର ଚତୁର୍ଥୀ
							
ସମକକ୍ଷ : ଚତୁର୍ଥୀ ତିଥି
ଅନ୍ୟ ଭାଷାରେ ଅନୁବାଦ :
An amount of time.
A time period of 30 years.ଅର୍ଥ : ଚତୁର୍ଥ ଦିନ ସହ ସମ୍ବନ୍ଧିତ ବା ପ୍ରତ୍ୟେକ ଚତୁର୍ଥ ଦିନ ପଡିବାରେ,ଘଟୁଥିବା ବା ହେଉଥିବା
							ଉଦାହରଣ : 
							ପ୍ରତ୍ୟେକ ଚତୁର୍ଥ ଦିନ ଆସୁଥିବା ଜ୍ବରକୁ ଚତୁର୍ଥୀ ଜ୍ବର କହନ୍ତି
							
ଅନ୍ୟ ଭାଷାରେ ଅନୁବାଦ :