ଅର୍ଥ : ଏକାଠି ବଳାଯାଇଥିବା ଶୁଖିଲା ତମାଖୁ ଯାହାକୁ ହୁକ୍କା ବା ଚିଲମରେ ଭରି ପିଆଯାଏ
							ଉଦାହରଣ : 
							ମନୋହର ଚରସ ଟାଣୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗଞ୍ଜେଇ ଗଛର ଅଠା ବା ଅଠାଳିଆ ରସ, ଯାହାର ଧୂଆଁକୁ ନିଶା ରୂପେ ପିଆଯାଏ
							ଉଦାହରଣ : 
							ଚରସ ସେବନ ଶରୀର ପାଇଁ ବହୁତ ହାନିକାରକ
							
ଅନ୍ୟ ଭାଷାରେ ଅନୁବାଦ :
गाँजे के पेड़ का गोंद या चेप,जिसका धुआँ नशे के लिए पीया जाता है।
चरस का सेवन शरीर के लिए बहुत ही हानिकारक है।