ଅର୍ଥ : ଜିଭରେ ଚାଟିବା କ୍ରିୟା ବା ଭାବ
							ଉଦାହରଣ : 
							ବୈଦ୍ୟଙ୍କ ନିର୍ଦ୍ଧାରଣ ଅନୁସାରେ ଏହି ଔଷଧକୁ ମହୁ ସହିତ ଅବଲେହନ ସବୁଠାରୁ ଅଧିକ ପ୍ରଭାବକାରୀ
							
ସମକକ୍ଷ : ଅବଲେହନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପୋଛିପାଛି ଖାଇବା
							ଉଦାହରଣ : 
							ସେ କଡ଼େଇରେ ଲାଗିଥିବା ରାବିଡ଼ିକୁ ଚାଟୁଛି
							
ସମକକ୍ଷ : ପୋଛିପାଛି ଖାଇବା, ଲେହନ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜିଭରେ ରଗଡ଼ିକରି ବା ଉଠେଇକରି ଖାଇବା
							ଉଦାହରଣ : 
							ପିଲାଟି ବ୍ରେଡ଼ରେ ଲାଗିଥିବା ଜାମ୍କୁ ଚାଟୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ପଦାର୍ଥ ଉପରେ ଜିଭ ବୁଲାଇବା
							ଉଦାହରଣ : 
							କୁକୁର ମାଲିକର ହାତ ଚାଟୁଛି
							
ସମକକ୍ଷ : ଲେହନ କରିବା
ଅନ୍ୟ ଭାଷାରେ ଅନୁବାଦ :