ଅର୍ଥ : ଶିକାର ସମୟରେ ଶିକାରକୁ ଲୋଭାନ୍ୱିତ କରିବା ପାଇଁ ତା ଆଖପାଖରେ ବିଚ୍ଛାଯାଇଥିବା ଥୋପ
						 
						 
					
							ଉଦାହରଣ : 
							ଶିକାରୀ ଥୋପ ପକାଇବା ପରେ ଗଛ ପଛରେ ଲୁଚିଗଲା
							
					
							ସମକକ୍ଷ : 
							ଥୋପ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												आखेट के समय शिकार को लुभाने के लिए उसके आस-पास डाला जाने वाला चारा।
												शिकारी चारा डालने के बाद पेड़ के पीछे छिप गया।
														
													आखेट चारा, 
चारा