ଅର୍ଥ : ଗତିକୁ ଆଣିବା ବା ଗତିଶୀଳ କରିବା
							ଉଦାହରଣ : 
							ସେ ବନ୍ଦ ହୋଇଯାଇଥିବା ଯନ୍ତ୍ରକୁ ଚଳାଇଲେ
							
ସମକକ୍ଷ : ଚଳାଇବା, ଚାଳିତକରିବା
ଅନ୍ୟ ଭାଷାରେ ଅନୁବାଦ :
गति में लाना या गतिशील करना।
उसने बंद पड़े यंत्र को चलाया।ଅର୍ଥ : ସଡ଼କ, କେନାଲଆଦି ନିର୍ମାଣ କରିବା
							ଉଦାହରଣ : 
							କେନାଲ ବିଭାଗ ଦଶଦିନ ପରେ ଏହି କେନାଲ କାମ ଆରମ୍ଭ କରିବ
							
ସମକକ୍ଷ : ଆରମ୍ଭକରିବା, ସୁରୁକରିବା
ଅନ୍ୟ ଭାଷାରେ ଅନୁବାଦ :