ଅର୍ଥ : ଯାହା ଜର୍ଜର ବା ଜୀର୍ଣ୍ଣ ନୁହେଁ
							ଉଦାହରଣ : 
							ଏହି ଶରୀର କେବେବି ଅକ୍ଷୟ ନୁହେଁ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲେ
							ଉଦାହରଣ : 
							ଏହା ଏକ ଦୀର୍ଘସ୍ଥାୟୀ ପରିଯୋଜନା
							
ସମକକ୍ଷ : ଦୀର୍ଘସ୍ଥାୟୀ
ଅନ୍ୟ ଭାଷାରେ ଅନୁବାଦ :
Relating to or extending over a relatively long time.
The long-run significance of the elections.