ଅର୍ଥ : ଚେକକୁ ବ୍ୟାଙ୍କରେ ଜମାକରି ସେଥିରେ ଲିଖିତ ରାଶି ପ୍ରାପ୍ତକରିବା
							ଉଦାହରଣ : 
							ତା ପାଖରେ ପଇସା ନିଶ୍ଚୟ ଥିବ କାରଣ ଆଜିହିଁ ସେ ଚେକ ଭଙ୍ଗାଇଛି
							
ଅନ୍ୟ ଭାଷାରେ ଅନୁବାଦ :
चेक को बैंक में जमा कर उसमें लिखित राशि प्राप्त करना।
उसके पास पैसे अवश्य होगें क्योंकि आज ही उसने चेक भुनाया है।ଅର୍ଥ : ଚେକ ଭଙ୍ଗାଇବା କାମ ଅନ୍ୟ କାହାଦ୍ୱାରା କରାଇବା
							ଉଦାହରଣ : 
							ମୁଁ ମୋ ଝିଅଦ୍ୱାରା ଚେକ ଭଙ୍ଗାଇଲି
							
ଅନ୍ୟ ଭାଷାରେ ଅନୁବାଦ :