ଅର୍ଥ : ସାବଧାନ ବା ହୁସିଆର କରିବା
							ଉଦାହରଣ : 
							ମାଆ ବାପା ପିଲାମାନଙ୍କୁ ଭୁଲ୍ ନକରିବପାଇଁ ସଦାବେଳେ ଚେତେଇଥାନ୍ତି
							
ସମକକ୍ଷ : ସଚେତ କରିବା, ସାବଧାନ କରିବା
ଅନ୍ୟ ଭାଷାରେ ଅନୁବାଦ :
सावधान या होशियार करना।
माँ-बाप बच्चों को गलतियाँ न करने के लिए हमेशा चेताते हैं।Notify of danger, potential harm, or risk.
The director warned him that he might be fired.