ଅର୍ଥ : ଚୋରିମାଲ୍ ଲୁଚିଛପି ବିକିବାବାଲା
							ଉଦାହରଣ : 
							ବୀରପ୍ପନ ଜଣେ କୁଖ୍ୟାତ ଚନ୍ଦନକାଠ ଚୋର ଥିଲା
							
ସମକକ୍ଷ : ଚୋରାବେପାରୀ, ତସ୍କର, ସ୍ମଗଲର୍
ଅନ୍ୟ ଭାଷାରେ ଅନୁବାଦ :
Someone who imports or exports without paying duties.
contrabandist, moon curser, moon-curser, runner, smugglerଅର୍ଥ : ଯେ ଚୋରୀ କରେ
							ଉଦାହରଣ : 
							ଗାଁ ଲୋକମାନେ ଚୋରି କଲାବେଳେ ଚୋରକୁ ଧରିଲେ
							
ସମକକ୍ଷ : ତସ୍କର
ଅନ୍ୟ ଭାଷାରେ ଅନୁବାଦ :