ଅର୍ଥ : କୌଣସି ବିଦ୍ୟାକୁ ଗୁପ୍ତ ଭାବରେ ପ୍ରାପ୍ତ କରିନେବା
							ଉଦାହରଣ : 
							ସେ ଇଂରେଜୀ ଗୀତର ସ୍ୱରକୁ ଚୋରାଇଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚୋରି କରିବାପାଇଁ ପ୍ରବୃତ୍ତ କରିବା
							ଉଦାହରଣ : 
							ଜଗୁଆଳି କାରଖାନାର ଜିନିଷ ଚୋରାଇଲା
							
ସମକକ୍ଷ : ଅପହୃତ କରିବା, ଚୋରିକରିବା, ହରଣ କରିବା
ଅନ୍ୟ ଭାଷାରେ ଅନୁବାଦ :