ଅର୍ଥ : ଚଢେଇଆ  ପକ୍ଷୀଙ୍କୁ ଧରିବା ଲାଗି ଲମ୍ବ ଅଠାକାଠି ବା ବାଉଁଶକୁ ବ୍ୟବହାର କରିଥାଏ
						 
						 
					
							ଉଦାହରଣ : 
							ଚଢ଼େଇଆ ନଳକାଠିରେ ଅଠା ଲଗାଉଛି
							
					
							ସମକକ୍ଷ : 
							ନଳୁଆ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												वह बहेलिया जो पक्षियों को पकड़ने के लिए लासा लगी लग्गी या बाँस का उपयोग करता है।
												नलिया बाँस में लासा लगा रहा है।
														
													नलिया