ଅର୍ଥ : ସଢ଼ି ଯାଇଥିବା ଖାଦ୍ୟ ପଦାର୍ଥରେ ଅଙ୍କୁରିତ ହେଉଥିବା ଏକପ୍ରକାର ବନସ୍ପତି
							ଉଦାହରଣ : 
							ବର୍ଷାଦିନରେ  ବହୁତ ଛତୁ ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କ୍ଷୁଦ୍ର ଉଦ୍ଭିଦଜର ଏକ ଜାତି ଯେଉଁଥିରେ ପତ୍ର-ପୁଷ୍ପ ଆସେନାହିଁ
							ଉଦାହରଣ : 
							କିଛି ଛତୁ ବିଷାକ୍ତ ହୋଇଥିବା ବେଳେ ଆଉ କିଛି ଖିଆ ଯାଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
Any of various fleshy fungi of the subdivision Basidiomycota consisting of a cap at the end of a stem arising from an underground mycelium.
mushroom