ଅର୍ଥ : ନିଜ ହାତକୁ ଆସିଥିବା ଅନ୍ୟ କାହାର ଜିନିଷକୁ ନିଜ ପାଖରେ ରଖିନବା
						 
						 
					
							ଉଦାହରଣ : 
							ଶିଲା ନିଜ ନଣନ୍ଦର ଗହଣାକୁ ଲୁଚେଇଦେଲା
							
					
							ସମକକ୍ଷ : 
							ଚାପିଦେବା, ଦବେଇଦେବା, ଲୁଚେଇଦେବା
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												अपने हाथ में आई हुई किसी दूसरे की चीज़ अपने पास रोक रखना।
												शीला ने अपने ननद का गहना दबा दिया।
														
													चाँपना, 
चापना, 
दबाना