ଅର୍ଥ : ଯାହା ମନରେ ଛଳ-କପଟ ନାହିଁ ଏବଂ ଯେ ପୂରାପୂରି ସାଧାସିଧା
							ଉଦାହରଣ : 
							ଆଜିକାଲି ସରଳଲୋକଙ୍କୁ ବୋକା ବୋଲି ବୁଝାଯାଉଛି
							
ସମକକ୍ଷ : ଅକୁଟିଳ, ଅବୋଧ, କୁଟିଳତାହୀନ, ନିଷ୍କପଟ, ସରଳ, ସିଧା ସାଧା
ଅନ୍ୟ ଭାଷାରେ ଅନୁବାଦ :
जिसके मन में छल-कपट न हो और जो एकदम सीधा-सादा हो।
आजकल सीधे लोगों को बुद्धू समझा जाता है।