ଅର୍ଥ : ତରଳା ହୋଇଥିବା ଧାତୁଗୁଡ଼ିକୁ ଛାଞ୍ଚରେ ଢାଳି ବାସନ,ଗହଣା ଆଦି ପ୍ରସ୍ତୁତ କରୁଥିବା କାରିଗର
							ଉଦାହରଣ : 
							ଛାଞ୍ଚମିସ୍ତ୍ରୀ ବାସନ,ମୂର୍ତ୍ତି ଆଦି ଛାଞ୍ଚରେ ଢାଳୁଛି
							
ସମକକ୍ଷ : ଛାଞ୍ଚକାରିଗର, ଛାଞ୍ଚବାଲା
ଅନ୍ୟ ଭାଷାରେ ଅନୁବାଦ :
A worker who makes metal castings.
founder