ଅର୍ଥ : ଚୋପା ବା ଛାଲ କାଢ଼ିବା
							ଉଦାହରଣ : 
							କୃଷକ ବିଲରେ ଆଖୁ ଛେଲୁଛି
							
ସମକକ୍ଷ : ଚୋପା ଛଡ଼ାଇବା, ଚୋପା ଛଡ଼େଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଛେଲିବା କାମ ହେବା
							ଉଦାହରଣ : 
							ଆଖୁ ଛେଲାହୋଇଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରସ, ଛାଲ ଆଦି ବାହାର କରିବା ପାଇଁ ଶରୀର, ଗଛ ଆଦି ଉପରେ କୌଣସି ହତିଆର ଦ୍ୱାରା ଆଘାତ କରି ତା ଉପର ଭାଗ କାଟିବା ବା ଛେଲିବା
							ଉଦାହରଣ : 
							ମହେଶ ନିମ ଗଣ୍ଡିକୁ ଛେଲୁଛି
							
ସମକକ୍ଷ : କାଟିବା, କ୍ଷତ କରିବା
ଅନ୍ୟ ଭାଷାରେ ଅନୁବାଦ :
रस, छाल आदि निकालने के लिए शरीर, पेड़-पौधे आदि पर किसी हथियार से आघात करके उसके ऊपर का भाग काटना या खुरचना।
महेश नीम के तने को पाछ रहा है।