ଅର୍ଥ : ସାଧାରଣଭାବେ ହେଉଥିବା ଛୋଟ ଧରଣର ପ୍ରୟାସ
							ଉଦାହରଣ : 
							ଏହି ଚାକିରି ପାଇବାପାଇଁ ମୁଁ ମଧ୍ୟ ଏକ ଛୋଟ ପ୍ରୟାସ କରିଥିଲି
							
ସମକକ୍ଷ : ଛୋଟ ଚେଷ୍ଟା, ଛୋଟ ପ୍ରୟାସ
ଅନ୍ୟ ଭାଷାରେ ଅନୁବାଦ :
* आमतौर पर किया जानेवाला छोटा प्रयास।
इस नौकरी को पाने के लिए मैंने भी एक छोटा प्रयास किया था।