ଅର୍ଥ : ଶୋଇଥିବା ଲୋକକୁ ଉଠେଇବାପାଇଁ ପ୍ରବୃତ୍ତ କରାଇବା
							ଉଦାହରଣ : 
							ମା ପ୍ରତିଦିନ ସକାଳୁ ରାହୁଳକୁ ଉଠାନ୍ତି
							
ସମକକ୍ଷ : ଉଠେଇବା, ଜାଗ୍ରତକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନ୍ୟ କାହାଦ୍ୱାରା ଜଗାଇବା କାମ କରାଇବା
							ଉଦାହରଣ : 
							ମାଆ ଭାଉଜଦ୍ୱାରା ଭାଇକୁ ଜଗାଉଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :