ଅର୍ଥ : ଚେତା ଫେରେଇ ଆଣିବା
							ଉଦାହରଣ : 
							ହୃଦୟ ଗତି ବନ୍ଦ ହେବାରୁ ବେହୋସ ହୋଇଥିବା ଲୋକର ଛାତି ଉପରେ ସେ ଚାପ ପକେଇ ତାକୁ ଜଗେଇଲେ
							
ସମକକ୍ଷ : ସଚେତ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏଭଳି ସାଧନ ଯେଉଁଥିରେ ଯନ୍ତ୍ରମନ୍ତ୍ରର ପ୍ରଭାବ ଦେଖାଯାଏ
							ଉଦାହରଣ : 
							ଅମାବାସ୍ୟା ରାତିରେ ତାନ୍ତ୍ରିକ ଯନ୍ତ୍ରତନ୍ତ୍ରକୁ ଜାଗୃତ କରେ
							
ସମକକ୍ଷ : ଜାଗୃତ କରିବା, ସାଧନ କରିବା
ଅନ୍ୟ ଭାଷାରେ ଅନୁବାଦ :