ଅର୍ଥ : ଯେଉଁ ବ୍ୟକ୍ତିଙ୍କୁ ଖ୍ୟାତି ମିଳିଛି
							ଉଦାହରଣ : 
							ବିଦ୍ୟାସାଗରଙ୍କୁ ନାମୀଲୋକଙ୍କ ମଧ୍ୟରେ ଗଣାଯାଏ
							
ସମକକ୍ଷ : ଖ୍ୟାତ, ନାମୀ, ପ୍ରସିଦ୍ଧ, ବିଖ୍ୟାତ
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जिसे प्रसिद्धि मिली हो।
विद्याधर की गणना नामियों में होती है।A well-known or notable person.
They studied all the great names in the history of France.ଅର୍ଥ : ଜାଣିବା ବା ବିଜ୍ଞହେବା ଅବସ୍ଥା ବା ଭାବ
							ଉଦାହରଣ : 
							ମୋ ଜ୍ଞାତସାରରେ ହିଁ ଏହି କାମ ହୋଇଛି
							
ସମକକ୍ଷ : ଜାଣତ, ଜାଣତି, ଜ୍ଞାତସାର
ଅନ୍ୟ ଭାଷାରେ ଅନୁବାଦ :
Having knowledge of.
He had no awareness of his mistakes.ଅର୍ଥ : ଯେଉଁ ବ୍ୟକ୍ତି ଜଣାଶୁଣା
							ଉଦାହରଣ : 
							ସେଠାରେ ମୋର କେତେକ ପରିଚିତ ବ୍ୟକ୍ତି ଉପସ୍ଥିତ ଥିଲେ
							
ସମକକ୍ଷ : ପରିଚିତ
ଅନ୍ୟ ଭାଷାରେ ଅନୁବାଦ :
A person with whom you are acquainted.
I have trouble remembering the names of all my acquaintances.ଅର୍ଥ : ଯେ ସମଗ୍ର ବିଶ୍ୱରେ ବିଖ୍ୟାତ
							ଉଦାହରଣ : 
							ମହାତ୍ମାଗାନ୍ଧୀ ବିଶ୍ୱବିଖ୍ୟାତ ବ୍ୟକ୍ତି ଥିଲେ  ଏହା ଜଣାଶୁଣା ଯେ ଭାରତ ଏକ ନିରପେକ୍ଷ ରାଷ୍ଟ୍ର
							
ସମକକ୍ଷ : ଜଗତପ୍ରସିଦ୍ଧ, ବିଶ୍ୱପ୍ରସିଦ୍ଧ, ବିଶ୍ୱବିଖ୍ୟାତ, ଲୋକପ୍ରସିଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
जो पूरे विश्व में विख्यात हो।
महात्मा गाँधी विश्व विख्यात व्यक्ति थे।ଅର୍ଥ : ଅନୁଭବ ଧାରଣ କରୁଥିବା ଲୋକ ବା ଯାହାର କୌଣସି କାମ ଓ ବସ୍ତୁର ଅନୁଭବ ଥାଏ
							ଉଦାହରଣ : 
							ଏହି କାମପାଇଁ ଅନୁଭବୀ ବ୍ୟକ୍ତିର ଆବଶ୍ୟକତା ରହିଛି
							
ସମକକ୍ଷ : ଅନୁଭବୀ
ଅନ୍ୟ ଭାଷାରେ ଅନୁବାଦ :
Having experience. Having knowledge or skill from observation or participation.
experienced, experient