ଅର୍ଥ : ଚାଷ କାମ ନିମନ୍ତେ କ୍ଷେତରେ ଜଳ ପହଁଚାଇବା କ୍ରିୟା ଯାହାଦ୍ୱାରା ମାଟି ଆଦ୍ର ରହେ
							ଉଦାହରଣ : 
							କେନାଲ ଆଦି ପାଣିରେ କ୍ଷେତକୁ ଜଳସେଚିତ କରାଯାଏ
							
ସମକକ୍ଷ : ଜଳସେଚିତ
ଅନ୍ୟ ଭାଷାରେ ଅନୁବାଦ :
Supplying dry land with water by means of ditches etc.
irrigationଅର୍ଥ : ଜଳସେଚନ କ୍ରିୟା
							ଉଦାହରଣ : 
							ମାଳୀ ବଗିଚାରେ ଗଛଗୁଡ଼ିକର ଜଳସେଚନରେ ଲାଗିଛି
							
ଅନ୍ୟ ଭାଷାରେ ଅନୁବାଦ :