ଅର୍ଥ : ଜଳ ବାହାରିବା ବା ବାହାରକରିବା କାମ
							ଉଦାହରଣ : 
							ନାଳରେ ଅଳିଆ-ଆବର୍ଜନା ଭର୍ତ୍ତି ହୋଇଯିବା କାରଣରୁ ଜଳ ନିଷ୍କାସନରେ ଅସୁବିଧା ହେଉଛି
							
ଅନ୍ୟ ଭାଷାରେ ଅନୁବାଦ :
जल निकलने या निकालने की क्रिया।
नालियों में कूड़ा-करकट भरजाने की वजह से जल निकास में असुविधा हो रही है।ଅର୍ଥ : ଜଳର ନିର୍ଗମନ
							ଉଦାହରଣ : 
							ଜଳ ନିଷ୍କାସନର ଉଚିତ ବ୍ୟବସ୍ଥା ନ ହେବାରୁ ମଇଳା ପାଣି ରାସ୍ତା ଉପରେ ଜମା ହୋଇଛି
							
ସମକକ୍ଷ : ଜଳ ନିର୍ଗମନ
ଅନ୍ୟ ଭାଷାରେ ଅନୁବାଦ :