ଅର୍ଥ : ଜୀବିକା ନିର୍ବାହ କରିବାପାଇଁ ଧନ ଅର୍ଜନ କରିବା କାର୍ଯ୍ୟ
							ଉଦାହରଣ : 
							କୃଷକ ନିଜର ଜୀବିକାନିର୍ବାହପାଇଁ  ଚାଷ କରିଥାଏ
							
ସମକକ୍ଷ : ଜୀବନଯାପନ
ଅନ୍ୟ ଭାଷାରେ ଅନୁବାଦ :
जीविका चलाने के लिए धन अर्जित करने का कार्य।
किसान अपने जीविकोपार्जन के लिए खेती करता है।