ଅର୍ଥ : ଯାହା କାହାରି ମନରେ ନ ଥାଏ ତାକୁ ଜଣାଇ ତାଙ୍କ ମନମଧ୍ୟକୁ ଆଣିବା
							ଉଦାହରଣ : 
							ମୁଁ ତାଙ୍କୁ ଜଣାଇଲି ଯେ ମୁଁ ସବୁ ଭୁଲିଯାଇଛି  ଜିଲ୍ଲାଧିକାରୀଙ୍କୁ ଘେରାଉକରି କୃଷକମାନେ ତାଙ୍କ ବିରୋଧର ସୂଚନା ଦେଲେ
							
ସମକକ୍ଷ : ଜଣାଇବା, ସୂଚନାଦେବା, ସୂଚିତକରିବା
ଅନ୍ୟ ଭାଷାରେ ଅନୁବାଦ :